ଦେଶୀ ବୋମା ସହିତ ବନ୍ଧୁକ ଜବତ: ୨ ଗିରଫ

ଦେବଗଡ଼: ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ଵାର୍ଡ ଗତକାଲି ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପଥୁରିଆନାଳି ଓ ମିଞ୍ଜାରୀବାହାଳ ଗ୍ରାମରେ ଚଉ କରି ଦେଶୀ ବୋମା ଓ ୨ ବନ୍ଧୁ ଜବତ କରିଛି। ଉକ୍ତ ଘଟଣାରେ ପଥୁରିଆନାଳି ଗ୍ରାମର କରୁଣା ଖୁଣ୍ଟିଆ ଓ ମେଞ୍ଜାରିବାହାଳ ଗ୍ରାମର ସୁଦନ ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତମାନେ କୌଣସି ଅପରାଧିକ ସଂଗଠନ ସହ ଜଡିତ କି ନାହିଁ ଓ ବେଆଇନ ବୋମା ଏବଂ … Continue reading ଦେଶୀ ବୋମା ସହିତ ବନ୍ଧୁକ ଜବତ: ୨ ଗିରଫ